Amla

Plants Local Name: Amla

Botanical Name: Emblica officinalis

Part use: Fruits

Plant Identification:
Amla is a small tree with feathery light-green leaves. Fruits are round, smooth, and divided into six vertical lines.

Medicinal Uses: Rich in Vitamin C; good for immunity & digestion.

ଅଁଳା

ସ୍ଥାନୀୟ ନାମ: ଅଁଳା

ବୌଟାନିକାଲ ନାମ: Emblica officinalis

ବ୍ୟବହୃତ ଅଂଶ: ଫଳ

ଗଛ ପରିଚୟ:
ଅଁଳା ଛୋଟ ଗଛ, ପତ୍ର ପଖା-ଆକାରର। ଫଳ ସବୁଜ-ହଳଦିଆ, ସ୍ମୂଥ୍, ଛଅଟି ଖାଡ଼ି ଥାଏ।

ଔଷଧୀୟ ପ୍ରୟୋଗ: ଭିଟାମିନ-C, ପାଚନ ସୁଧାରଣ, ରୋଗ ପ୍ରତିରୋଧ।


Asoka

Plants Local Name: Asoka

Botanical Name: Saraca asoca

Part use: Bark

Plant Identification:
A small evergreen tree with dense foliage, fragrant red-orange flowers, and smooth grey bark.

Medicinal Uses: Internal bleeding, menstrual disorders.

ଅଶୋକ

ସ୍ଥାନୀୟ ନାମ: ଅଶୋକ

ବୌଟାନିକାଲ ନାମ: Saraca asoca

ବ୍ୟବହୃତ ଅଂଶ: ଛାଲ

ଗଛ ପରିଚୟ:
ସଦାବହାର ଗଛ, ଲମ୍ବା ପତ୍ର, ଗାଡ଼ କମଳା-ଲାଲ ଫୁଲ ଗୁଛା, ମସୃଣ ଧୂସର ଛାଲ।

ଔଷଧୀୟ ପ୍ରୟୋଗ: ଆନ୍ତରିକ ରକ୍ତସ୍ରାବ, ମାସିକ ସମସ୍ୟା।


Sunari

Plants Local Name: Sunari

Botanical Name: Cassia fistula

Part use: Leaves, Bark

Plant Identification:
Cassia fistula, commonly called the Golden Shower Tree, is a medium-sized deciduous tree known for its long, hanging clusters of bright yellow flowers. The leaves are large, pinnate, and arranged in opposite pairs. It produces long cylindrical pods containing seeds embedded in a sticky pulp. The tree is widely found in tropical regions across India.

Medicinal Uses: Mild, safe laxative, especially used in children and elderly patients.

ସୁନାରୀ

ଉଦ୍ଭିଦର ଆଞ୍ଚଳିକ ନାମ: ସୁନାରୀ

ବୈଜ୍ଞାନିକ ନାମ: Cassia fistula

ବ୍ୟବହୃତ ଅଂଶ: ପତ୍ର ଓ ଛାଲି

ଉଦ୍ଭିଦ ପରିଚୟ:
ସୁନାରୀ ଗଛ ଏକ ମଧ୍ୟମ ଆକାରର ପତ୍ରଝରା ବୃକ୍ଷ, ଯାହା ବସନ୍ତ–ଗ୍ରୀଷ୍ମ ଋତୁରେ ହଳଦୀ ରଙ୍ଗର ଲମ୍ବା ଝୁଲା ଫୁଲମାଳା ଭଳି ଝୁଲୁଥାଏ। ପତ୍ରଗୁଡ଼ିକ ଜୋଡ଼ା ଆକାରର ଏବଂ ଚଉଡ଼ା ହରିତ ବର୍ଣ୍ଣର। ଏହାର ଫଳ ଲମ୍ବା, ଗୋଲାକାର ଓ କଠିନ, ଯାହା ବର୍ଷାକାଳରେ ପରିପକ୍ଵ ହୋଇଥାଏ। ସୁନାରୀ ଗଛ ରାସ୍ତା ପାଖ, ବନଞ୍ଚଳ ଓ ଗ୍ରାମାଞ୍ଚଳରେ ସହଜରେ ବୃଦ୍ଧି ପାଏ।

ଔଷଧୀୟ ବ୍ୟବହାର: ଏହାର ପତ୍ର, ଫଳ ଓ ଛାଲି ବ୍ୟବହାର କରିବାରେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।



Vidanga

Plants Local Name: Vidanga

Botanical Name: Embelia ribes

Part use: Fruit

Plant Identification:
Embelia ribes, commonly known as Vidanga, is a woody climbing shrub with slender, flexible branches. Its leaves are simple, shiny, and elliptic with a smooth texture. The plant bears small white flowers and round, blackish-brown berries used medicinally. It naturally grows in dry and moist deciduous forests across India.

Medicinal Uses: Anthelmintic herb, especially effective for expelling intestinal worms.

ବିଡଙ୍ଗ

ଉଦ୍ଭିଦର ଆଞ୍ଚଳିକ ନାମ: ବିଡଙ୍ଗ

ବୈଜ୍ଞାନିକ ନାମ: Embelia ribes

ବ୍ୟବହୃତ ଅଂଶ: ଫଳ

ଉଦ୍ଭିଦ ପରିଚୟ:
ବିଡଙ୍ଗ ଗଛ ଏକ ଛୋଟ ଲତାସଦୃଶ ଉଦ୍ଭିଦ, ଯାହା ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦେଖାଯାଏ। ଏହାର ପତ୍ର ଛୋଟ ଏବଂ ଗାଢ଼ ସବୁଜ ରଙ୍ଗର। ଫଳ ଛୋଟ ଗୋଲାକାର, କଞ୍ଚାବେଳେ ସବୁଜ ଏବଂ ପକିବା ପରେ କଳା ରଙ୍ଗର ହୁଏ। ଫଳରେ ସାମାନ୍ୟ ସୁଗନ୍ଧ ବାହାରେ।

ଔଷଧୀୟ ବ୍ୟବହାର: ଏହାର ଫଳ କୀଟନାଶକ ଭାବରେ ବ୍ୟବହୃତ ହେଇ ଅନ୍ତ୍ରକୃମି ନଷ୍ଟ କରିବାରେ ସହାୟକ।



State Medicinal Plants Board, Odisha
Medicinal Plants Board Quiz
Powered by ORSAC