Guduchi

Plants Local Name: Guduchi

Botanical Name: Tinospora cordifolia

Part use: Stem

Plant Identification:
Tinospora cordifolia is a climbing shrub with long, slender, green stems that are fleshy and often covered with a cork-like outer layer. Its leaves are broad, heart-shaped, and pointed at the tip. The plant produces small greenish-yellow flowers in clusters. A distinct identifying feature is the presence of aerial roots that hang from its mature stems.

Medicinal Uses: Boosts immunity and is widely used for managing fevers, including viral and recurrent fevers.

ଗୁଡ଼ୁଚି

ଉଦ୍ଭିଦର ଆଞ୍ଚଳିକ ନାମ: ଗୁଡ଼ୁଚି

ବୈଜ୍ଞାନିକ ନାମ: Tinospora cordifolia

ବ୍ୟବହୃତ ଅଂଶ: କାଣ୍ଡ

ଉଦ୍ଭିଦ ପରିଚୟ:
ଗୁଡ଼ୁଚି ଏକ ଲତାଜାତୀୟ ଉଦ୍ଭିଦ, ଯାହାର କାଣ୍ଡ ଲମ୍ବା, ହାଲୁକା ମୋଟା ଓ ଚୋପା ଆଚ୍ଛାଦିତ। ପତ୍ର ହୃଦୟାକାର ଏବଂ ପୁରୁଣା କାଣ୍ଡରୁ ଏରିଆଲ୍‌ ରୁଟ୍ ବିକଶିତ ହୁଏ।

ଔଷଧୀୟ ବ୍ୟବହାର: ଗୁଡ଼ୁଚି ସେବନ ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ସାଧାରଣ ଜ୍ୱର, ମ୍ୟାଲେରିଆ ଓ ଭୁତାଣୁ ଜନିତ ଜ୍ୱରରେ ଏହା ବହୁତ ଉପକାରୀ।




Antamula

Plants Local Name: Antamula

Botanical Name: Tylophora indica

Part used: Leaves

Plant Identification:
A slender twining climber with smooth stems and glossy green leaves. Produces small star-shaped flowers that are yellowish-green to purple.

Medicinal Uses: Used for asthma, bronchitis, chronic cough.

ଅନ୍ତମୂଳ

ଉଦ୍ଭିଦର ଆଞ୍ଚଳିକ ନାମ: ଅନ୍ତମୂଳ

ବୈଜ୍ଞାନିକ ନାମ: Tylophora indica

ବ୍ୟବହୃତ ଅଂଶ: ପତ୍ର

ଉଦ୍ଭିଦ ପରିଚୟ:
ଅନ୍ତମୂଳ ଏକ ସରୁ କାଣ୍ଡଯୁକ୍ତ ଲତା ଜାତୀୟ ଉଦ୍ଭିଦ। ପତ୍ରଗୁଡ଼ିକ ଚିକ୍କଣ, ଅଣ୍ଡାକୃତ ରୁ ବର୍ଚ୍ଛାକାର ଆକୃତିର। ଫୁଲ ଛୋଟ ଏବଂ ପୀତ– ବାଇଗଣୀ ଛଟାରେ ଦେଖାଯାଏ।

ଔଷଧୀୟ ବ୍ୟବହାର: ଏହାର ପତ୍ର ବହୁଦିନରୁ ପୀଡିତ କଫ, ଶ୍ୱାସ କାଷ୍ଠ୍ରୋଗ ଓ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସମସ୍ୟାରେ ବ୍ୟବହୃତ ହୁଏ।



Pippali

Plants Local Name: Pippali

Botanical Name: Piper longum

Part use: Fruit

Plant Identification:
Piper longum, commonly known as Long Pepper (Pippali), is a slender, aromatic climbing shrub with heart-shaped leaves. It bears distinctive long, catkin-like spikes that change from green to dark brown as they mature. The stems are thin and flexible, often climbing over nearby trees or supports. It is widely found in tropical and subtropical regions across India.

Medicinal Uses: Used for treating cough, cold, asthma, bronchitis, and for improving overall lung function.

ପିପ୍ପଳୀ

ଉଦ୍ଭିଦର ଆଞ୍ଚଳିକ ନାମ: ପିପ୍ପଳୀ

ବୈଜ୍ଞାନିକ ନାମ: Piper longum

ବ୍ୟବହୃତ ଅଂଶ: ଫଳ

ଉଦ୍ଭିଦ ପରିଚୟ:
ପିପ୍ପଳୀ ଏକ ଲତାପ୍ରାୟ ଔଷଧୀୟ ଉଦ୍ଭିଦ, ଯାହା ବୃକ୍ଷ କିମ୍ବା ରଞ୍ଜାକୁ ଆଧାର କରି ବଢ଼େ। ପତ୍ର ହୃଦୟାକାର ଏବଂ ଗାଢ଼ ସବୁଜ ରଙ୍ଗର। ଫଳ ଲମ୍ବା, ସୂକ୍ଷ୍ମ, ସିଆଳି ଆକାରର—କଞ୍ଚାବେଳେ ସବୁଜ, ପକେ ନାରଙ୍ଗୀ ଏବଂ ପରେ କଳା ହୁଏ। ପତ୍ରରେ ହାଲ୍କା ସୁଗନ୍ଧ ଏବଂ ଫଳରେ ତୀକ୍ଷ୍ଣ ସ୍ୱାଦ ଥାଏ।

ଔଷଧୀୟ ବ୍ୟବହାର: ପିପ୍ପଳୀ ଶ୍ୱାସକାସ୍ତା, କାଶ ଓ ସର୍ଦି ରୋଗରେ ବହୁତ ଉପକାରୀ।




Brudhadaraka

Plants Local Name: Brudhadaraka

Botanical Name: Argyreia nervosa

Part use: Root, Seed

Plant Identification:
Argyreia nervosa, commonly called Elephant Creeper, is a large perennial climbing vine with thick, woody stems. Its leaves are broad, heart-shaped, and covered with soft silvery hairs on the underside. The plant bears attractive funnel-shaped purple-violet flowers. It produces round, brown, velvety fruits containing hard seeds.

Medicinal Uses: Rheumatism, arthritis, nerve weakness, and male reproductive disorders.

ବୃଦ୍ଧଦରକ

ଉଦ୍ଭିଦର ଆଞ୍ଚଳିକ ନାମ: ବୃଦ୍ଧଦରକ

ବୈଜ୍ଞାନିକ ନାମ: Argyreia nervosa

ବ୍ୟବହୃତ ଅଂଶ: ମୂଳ, ବୀଜ

ଉଦ୍ଭିଦ ପରିଚୟ:
ଏହି ଉଦ୍ଭିଦ ଏକ ଶକ୍ତିଶାଳୀ ଲତା ଜାତୀୟ ଉଦ୍ଭିଦ ଯାହା କି ବୃକ୍ଷ କିମ୍ବା ରଞ୍ଜାକୁ ସାହାରା କରି ଉପରକୁ ବଢ଼େ। ଏହାର ପତ୍ର ବଡ଼, ହୃଦୟାକାର ଓ ପତ୍ରର ତଳପଟ ରୂପେଲି ରଙ୍ଗ ଓ ଲୋମଶ ଦେଖାଯାଏ। ଫୁଲଗୁଡ଼ିକ ଘଣ୍ଟାଆକାର, ହାଲୁକା ବାଇଗଣୀ ରଙ୍ଗର ହୋଇଥାଏ।

ଔଷଧୀୟ ବ୍ୟବହାର: ଏହାର ମୂଳ ଓ ବୀଜ ଶକ୍ତିବର୍ଦ୍ଧକ, ସ୍ନାୟୁବଳ ବୃଦ୍ଧି, ମନସିକଶକ୍ତି ବୃଦ୍ଧି ଓ ଷ୍ଟ୍ରେସ୍‌ କମାଇବାରେ ସହାୟକ।



Prasarani

Plants Local Name: Prasarani

Botanical Name: Paederia foetida

Part use: Leaves

Plant Identification:
Paederia foetida, commonly known as Gandhali, is a climbing or twining vine with slender stems. Its leaves are opposite, oval to lance-shaped, and emit a strong, unpleasant odor when crushed. The plant bears small, tubular flowers that are pink to pale purple with a darker throat. It typically grows in moist, shaded areas and along forest edges.

Medicinal Uses: Rheumatism, joint pain, and inflammation due to its anti-inflammatory properties.

ପ୍ରସାରଣୀ

ଉଦ୍ଭିଦର ଆଞ୍ଚଳିକ ନାମ: ପ୍ରସାରଣୀ

ବୈଜ୍ଞାନିକ ନାମ: Paederia foetida

ବ୍ୟବହୃତ ଅଂଶ: ପତ୍ର

ଉଦ୍ଭିଦ ପରିଚୟ:
ପ୍ରସାରଣୀ ଏକ ପ୍ରସିଦ୍ଧ ଔଷଧୀୟ ଲତା, ଯାହାର ପତ୍ର ଘ୍ରାଣ କଲେ ତୀକ୍ଷ୍ଣ ଗନ୍ଧ ନିସ୍ସରଣ ହୁଏ। ପତ୍ରଗୁଡ଼ିକ ଏଲୋଙ୍ଗେଟ୍‌ ଓ ସରଳ ଧାର ବିଶିଷ୍ଟ। ଫୁଲଗୁଡ଼ିକ ଛୋଟ, ହାଲୁକା ବଙ୍ଗା-ଗୋଲାପି ରଙ୍ଗର ଏବଂ ମଧ୍ୟଭାଗ ଗାଢ଼ ବଢ଼ିଆ ରଙ୍ଗର। ଏହି ଲତା ଜଙ୍ଗଲ, ବାଡ଼ି ପାର୍ଶ୍ୱ ଓ ଆର୍ଦ୍ର ଅଞ୍ଚଳରେ ସାଧାରଣତଃ ପାଉଯାଏ।

ଔଷଧୀୟ ବ୍ୟବହାର: ଏହାର ପତ୍ର ପାଚନଶକ୍ତି ବୃଦ୍ଧି, ଅଜୀର୍ଣ୍ଣ ହ୍ରାସ, ସନ୍ଧିବେଦନା ଇତ୍ୟାଦି ରୋଗରେ ଉପକାରୀ।




Satavari

Plants Local Name: Satavari

Botanical Name: Asparagus racemosus

Part use: Root

Plant Identification:
Asparagus racemosus, commonly known as Shatavari, is a climbing and thorny plant with woody stems and needle-like cladodes (modified leaf-like structures). It bears small, white, fragrant flowers arranged in clusters. When mature, the plant produces red, globular berries. Its roots are long, fleshy, and tuberous.

Medicinal Uses: A renowned female reproductive tonic, used for regulating hormones, enhancing fertility, and supporting healthy lactation.

ଶତାବରୀ

ଉଦ୍ଭିଦର ଆଞ୍ଚଳିକ ନାମ: ଶତାବରୀ

ବୈଜ୍ଞାନିକ ନାମ: Asparagus racemosus

ବ୍ୟବହୃତ ଅଂଶ: ମୂଳ

ଉଦ୍ଭିଦ ପରିଚୟ:
ଶତାବରୀ ଏକ କଣ୍ଟକିତ ଲତା ଜାତୀୟ ଉଦ୍ଭିଦ, ଯାହାର ସୂକ୍ଷ୍ମ କଣ୍ଟା ସଦୃଶ ପତ୍ର ଗୁଛଗୁଛ ଭାବରେ ରହିଥାଏ। ମୂଳ ଲମ୍ବା, ମୃଦୁ ଓ ଗୁଚ୍ଛଆକାରରେ ବିକଶିତ ହୁଏ। ଏହାର ଛୋଟ ସ୍ୱେତ ଫୁଲ ସୁସ୍ୱାଦୁ ସୁଗନ୍ଧିଯୁକ୍ତ। ଏହି ଉଦ୍ଭିଦ ଜଙ୍ଗଲ ଧାର, ଜମିପାର୍ଶ୍ୱ ଓ ଆର୍ଦ୍ର ମାଟିରେ ସାଧାରଣତଃ ମିଳେ।

ଔଷଧୀୟ ବ୍ୟବହାର: ନାରୀ ସ୍ୱାସ୍ଥ୍ୟରେ ବିଶେଷ ଉପକାରୀ—ହର୍ମୋନ ସନ୍ତୁଳନ, ରଜୋନିବୃତ୍ତି ସମସ୍ୟା ଏବଂ ସ୍ତନ୍ୟବୃଦ୍ଧି ରେ ସହାୟକ।




State Medicinal Plants Board, Odisha
Medicinal Plants Board Quiz
Powered by ORSAC