AYUSH System of Medicine (English)

INTRODUCTION TO AYUSH SYSTEM OF MEDICINE

AYUSH is the traditional system of healthcare in India. The word “AYUSH” stands for: “A”: Ayurveda “Y”: Yoga & Naturopathy “U”: Unani “S”: Siddha “H”: Homeopathy These systems focus on natural healing, healthy food, exercise, and habits that keep the body and mind fit. Ayurveda: Ayurveda is more than 5,000 years old. It teaches us that health depends on balance between the mind, body, and nature. Common remedies include Tulsi, Turmeric, Ginger, and Ashwagandha, etc. Yoga & Naturopathy: Yoga helps improve the body and mind through postures (asanas), breathing exercises (pranayama), and meditation. Naturopathy uses sunlight, clean water, diet, rest, and exercise to help the body heal naturally. Unani: Unani medicine believes in balancing the body through diet, herbs, massage, and therapies like cupping. It is based on ancient Greek and Middle-Eastern knowledge. Siddha: One of the oldest medical systems of South India. It uses herbs, minerals, diet, and lifestyle changes to maintain good health. Homeopathy: Treats diseases with natural medicines in very small doses. It focuses on treating the person as a whole, not just symptoms. Importance of AYUSH: ✔ Teaches healthy living ✔ Uses natural & plant-based remedies ✔ Fewer side effects ✔ Improves immunity Fun Fact: India has a special “Ministry of AYUSH” to promote and protect these systems. Summary: ✔ Eat healthy ✔ Stay active ✔ Use natural remedies wisely ✔ Live in harmony with nature

ଆୟୁଷ୍ ଚିକିତ୍ସା ପ୍ରଣାଳୀ (Odia)

ଆୟୁଷ୍ ଚିକିତ୍ସା ପ୍ରଣାଳୀର ପରିଚୟ

ଆୟୁଷ୍ (AYUSH) ହେଉଛି ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତ୍ତି । AYUSH ଶବ୍ଦର ପୂର୍ଣ୍ଣ ଅର୍ଥ: A – ଆୟୁର୍ବେଦ Y – ଯୋଗ ଓ ପ୍ରାକୃତିକ ଚିକିତ୍ସା U – ୟୁନାନୀ S – ସିଦ୍ଧ H – ହୋମିଓପାଥି ଏହି ସମସ୍ତ ପ୍ରଣାଳୀ ଶରୀର, ମନ ଓ ପ୍ରକୃତିର ସମତା ରକ୍ଷଣ, ସ୍ୱସ୍ଥ ଖାଦ୍ୟ, ବ୍ୟାୟାମ ଓ ପ୍ରାକୃତିକ ଉପାୟ ମାଧ୍ୟମରେ ସ୍ୱାସ୍ଥ୍ୟ ରକ୍ଷା କରେ। ଆୟୁର୍ବେଦ: ପ୍ରାୟ ୫୦୦୦ ବର୍ଷ ପୁରାତନ ଶାସ୍ତ୍ର। ତୁଳସୀ, ହଳଦୀ, ଅଦା, ଅଶ୍ୱଗନ୍ଧା ପରି ଉଦ୍ଭିଦ ବ୍ୟବହାର ହୋଇଥାଏ। ଯୋଗ ଓ ପ୍ରାକୃତିକ ଚିକିତ୍ସା: ଯୋଗ – ଆସନ, ପ୍ରାଣାୟାମ ଓ ଧ୍ୟାନ। ପ୍ରାକୃତିକ ଚିକିତ୍ସା – ସୂର୍ଯ୍ୟାଲୋକ, ସ୍ୱଚ୍ଛ ପାନୀୟ ଜଳ, ସୁଷମ ଖାଦ୍ୟ, ବିଶ୍ରାମ, ବ୍ୟାୟାମ। ୟୁନାନୀ: ଖାଦ୍ୟ, ଉଦ୍ଭିଦ, ଅଭ୍ୟଙ୍ଗ ଓ କପିଂ ମାଧ୍ୟମରେ ଶରୀର ସମତା ରକ୍ଷଣ। ସିଦ୍ଧ: ଦକ୍ଷିଣ ଭାରତର ପ୍ରାଚୀନ ପଦ୍ଧତ୍ତି — ଉଦ୍ଭିଦ, ଖଣିଜ ଓ ଜୀବନଶୈଳୀ ଶିଖାଏ। ହୋମିଓପାଥି: ଅତି ସୁକ୍ଷ୍ମ ମାତ୍ରାରେ ପ୍ରାକୃତିକ ଔଷଧ। ମାନବକୁ ସମଗ୍ର ଭାବେ ଚିକିତ୍ସା କରେ। ଆୟୁଷ୍ ପ୍ରଣାଳୀର ଗୁରୁତ୍ୱ: ✔ ସ୍ୱସ୍ଥ ଜୀବନ-ଶୈଳୀ ✔ ପ୍ରାକୃତିକ ଔଷଧ ✔ କମ୍ ପାର୍ଶ୍ୱପ୍ରତିକ୍ରିୟା ✔ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ରୋଚକ ତଥ୍ୟ: ଭାରତ ସରକାରଙ୍କ “ଆୟୁଷ୍ ମନ୍ତ୍ରଣାଳୟ” ପ୍ରଚାର-ପ୍ରସାର କରୁଛି। ସାରାଂଶ: ✔ ସୁସ୍ଥ ଖାଦ୍ୟ ✔ ନିୟମିତ ବ୍ୟାୟାମ ✔ ପ୍ରାକୃତିକ ଔଷଧ ବ୍ୟବହାର ✔ ପ୍ରକୃତି ସହିତ ସମନ୍ୱୟ